ଚକ୍‌ମା ଦେଲା ଡେପୁଟି ମେୟର ପ୍ରାର୍ଥୀ ଘୋଷଣା

ଭୁବନେଶ୍ବର: ଡେପୁଟି ମେୟର ପ୍ରାର୍ଥୀଙ୍କୁ ନେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାରି ରହିଥିଲା ସସ୍‌ପେନ୍ସ। କନ୍‌ଫରେନ୍ସ ହଲ୍‌ରେ ବସିବା ପର୍ଯ୍ୟନ୍ତ ମଧ୍ୟ କାହାରି ପାଖରେ କିଛି ବି ସୁରାକ୍‌ ନଥିଲା। ଶପଥ ଗ୍ରହଣ ଉତ୍ସବ ସରିବା ପରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ବିଧିବଦ୍ଧ ଭାବରେ ଘୋଷଣା ହୋଇଥିଲା। ଏଜେଣ୍ଟ ଭାବେ ଯୋଗ ଦେଇଥିବା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପକେଟ୍‌ରେ ଥିଲା ମାଟିଆ ଖାମ୍‌। ଯେଉଁଥିରେ ବନ୍ଦ ରହିଥିଲା … Continue reading ଚକ୍‌ମା ଦେଲା ଡେପୁଟି ମେୟର ପ୍ରାର୍ଥୀ ଘୋଷଣା